ସାଇକୋସିସ
ସାଇକୋସିସ (Psychosis) | |
---|---|
ସାଇକୋଟିକ ବ୍ରେକ (Psychotic break) | |
ବିଭାଗ | ମାନସିକ ରୋଗ ବିଜ୍ଞାନ (Psychiatry), ମନୋବିଜ୍ଞାନ (psychology) |
ଲକ୍ଷଣ | ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear), ଅସଙ୍ଗତ ବାର୍ତ୍ତାଳାପ [୪] |
କାରଣ | ମାନସିକ ବେମାରୀ (Mental illness) (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcohol ଓ cannabis)[୪] |
ଚିକିତ୍ସା | ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support)[୫] |
Prognosis | କାରଣ ଉପରେ ନିର୍ଭର କରେ । [୫] |
ପୁନଃପୌନିକ | ୩% ଲୋକ (US)[୪] |
ସାଇକୋସିସ (ଇଂରାଜୀ ଭାଷାରେ Psychosis) ଏକ ମାନସିକ ରୋଗ ଯେଉଁଥିରେ ମନ (mind) ବାସ୍ତବିକତାକୁ ଜାଣିପାରେନି ।[୪] ଏହି ରୋଗରେ ମିଥ୍ୟା ବିଶ୍ୱାସ (False beliefs), ଅନ୍ୟମାନେ ନ ଦେଖିବା ବା ନ ଶୁଣିବା କଥା ରୋଗୀ ଦେଖିବା ବା ଶୁଣିବା (seeing or hearing things that others do not see or hear) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୪] ଅସଙ୍ଗତ ବାର୍ତ୍ତାଳାପ incoherent speech ଓ ବ୍ୟବହାର ଦେଖାଯାଏ ।[୪] ଏହା ସହିତ ନିଦ୍ରା ଅଭାବ (sleep deprivation), ସାମାଜିକ ଦୂରତା ରଖିବା, social withdrawal, ପ୍ରେରଣା ଅଭାବ ଓ ଦୈନନ୍ଦିନ କାର୍ଯ୍ୟ କରିବା ଅକ୍ଷମତା ଦେଖାଯାଇପାରେ ।[୪]
ସାଇକୋସିସ ରୋଗର ଅନେକ କାରଣ ଥାଇପାରେ ।[୪] ଏହି କାରଣ ଗୁଡ଼ିକ ମାନସିକ ବେମାରୀ (Mental illness), (ସିଜୋଫ୍ରେନିଆ, ବାଇପୋଲାର ଡିଜଅଡର), ନିଦ୍ରା ଅଭାବ (sleep deprivation), କେତେକ ବେମାରୀ, କେତେକ ଔଷଧ (medications, ନିଶାଦ୍ରବ୍ୟ (alcohol ଓ cannabis) ଇତ୍ୟାଦି ହୋଇପାରେ ।[୪] ପ୍ରସବ ପରେ ଏକ ପ୍ରକାର ପୋଷ୍ଟପାର୍ଟମ ସାଇକୋସିସ (postpartum psychosis) ମଧ୍ୟ ହୋଇପାରେ ।[୬] ନିଉରୋଟ୍ରାନ୍ସମିଟର (neurotransmitter) ଡୋପାମିନର dopamine ଭୂମିକା ମଧ୍ୟ ଥାଇପାରେ । [୭] ଆକ୍ୟୁଟ ସାଇକୋସିସ ରୋଗ ମାନସିକ ରୋଗ ପରେ ହେଲେ ତାହାକୁ ପ୍ରାଇମେରୀ ଓ ଶାରୀରିକ ରୋଗ ପରେ ହେଲେ ସେକେଣ୍ଡାରୀ କୁହାଯାଏ ।[୮] ଅନ୍ୟାନ୍ୟ ସମ୍ଭାବ୍ୟ ରୋଗର ଉପସ୍ଥିତି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୯] କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ (central nervous system ରୋଗ, ବିଭିନ୍ନ ଟକ୍ସିନ (ଉଦ୍ଭିଦ ବା ପ୍ରାଣୀଜ ବିଷ) ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ପରୀକ୍ଷା କରିବା ଆବଶ୍ୟକ ହୁଏ ।[୧୦]
ଚିକିତ୍ସା ନିମନ୍ତେ ଆଣ୍ଟିସାଇକୋଟିକ (Antipsychotics), କାଉନସେଲିଙ୍ଗ (counselling), ସାମାଜିକ ସୁରକ୍ଷା (social support) ଆବଶ୍ୟକ ହୋଇପାରେ ।[୪][୫] ଆରମ୍ଭରୁ ଚିକିତ୍ସା କଲେ ଫଳାଫଲ ଉନ୍ନତ ହୁଏ ।[୪] ଔଷଧ ଯୋଗୁ ମଧ୍ୟମ ଧରଣର ପ୍ରଭାବ ପଡ଼େ ।[୧୧][୧୨] Outcomes depend on the underlying cause.[୫] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୩% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୪] ଖ୍ରୀ:ପୂ: ଚତୁର୍ଥ ଶତାବ୍ଦୀରେ (4th century BC) ହିପୋକ୍ରେଟସ ଏହି ରୋଗର ଅବତାରଣା କରିଥିଲେ ମଧ୍ୟ ଖ୍ରୀ:ପୂ: ୧୫୦୦ ଶତାବ୍ଦୀରେ ଇଜିପ୍ଟର ଏବର୍ସ ପାପିରସ (Egyptian Ebers Papyrus) ପୃଷ୍ଠାରେ ଏହି ବିଷୟରେ ଲେଖା ଥିବା ଜଣାଯାଏ ।[୧୩][୧୪]
ଆଧାର
[ସମ୍ପାଦନା]- ↑ Kelly, Evelyn B. (2001). Coping with schizophrenia (1st ed.). New York: Rosen Pub. p. 25. ISBN 978-0-8239-2853-8.
- ↑ Maio, Dr Vincent Di; Franscell, Ron (2016). Morgue: A Life in Death. St. Martin's Press. p. 236. ISBN 978-1-4668-7506-7.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Bogousslavsky, Julien; Boller, François (2005). Neurological Disorders in Famous Artists (in ଇଂରାଜୀ). Karger Medical and Scientific Publishers. p. 125. ISBN 978-3-8055-7914-8.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ "RAISE Questions and Answers". NIMH (in ଇଂରାଜୀ). Retrieved 23 January 2018.
- ↑ ୫.୦ ୫.୧ ୫.୨ ୫.୩ "Psychosis". NHS. 23 December 2016. Retrieved 24 January 2018.
- ↑ "Psychosis Symptoms". NHS. Retrieved 24 January 2018.
- ↑ "Psychosis Causes". NHS. Retrieved 24 January 2018.
- ↑ Griswold KS, Del Regno PA, Berger RC (June 2015). "Recognition and Differential Diagnosis of Psychosis in Primary Care". American Family Physician. 91 (12): 856–63. PMID 26131945.
- ↑ Cardinal, Rudolf N.; Bullmore, Edward T. (2011). The Diagnosis of Psychosis (in ଇଂରାଜୀ). Cambridge University Press. p. 279. ISBN 978-1-139-49790-9.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help) - ↑ Foster, Norman L. (2011). The American Psychiatric Publishing Textbook of Geriatric Neuropsychiatry (in ଇଂରାଜୀ). American Psychiatric Pub. p. 523. ISBN 978-1-58562-952-7.
- ↑ Leucht S, Arbter D, Engel RR, Kissling W, Davis JM (April 2009). "How effective are second-generation antipsychotic drugs? A meta-analysis of placebo-controlled trials" (PDF). Molecular Psychiatry. 14 (4): 429–47. doi:10.1038/sj.mp.4002136. PMID 18180760.
- ↑ Rattehalli RD, Jayaram MB, Smith M (May 2010). "Risperidone versus placebo for schizophrenia". Schizophrenia Bulletin. 36 (3): 448–9. doi:10.1093/schbul/sbq030. PMC 2879694. PMID 20368309.
- ↑ Gibbs, Ronald S. (2008). Danforth's Obstetrics and Gynecology. Lippincott Williams & Wilkins. p. 508. ISBN 978-0-7817-6937-2.
- ↑ Giddens, Jean Foret (2015). Concepts for Nursing Practice - E-Book. Elsevier Health Sciences. p. 348. ISBN 978-0-323-38946-4.
ଅଧିକ ପଢ଼ନ୍ତୁ
[ସମ୍ପାଦନା]- Sims A (2002). Symptoms in the mind: An introduction to descriptive psychopathology (3rd ed.). Edinburgh: Elsevier Science Ltd. ISBN 978-0-7020-2627-0.
- Murray ED, Buttner N, Price BH (April 2012). "Depression and Psychosis in Neurological Practice". In Bradley WG, Daroff RB, Fenichel GM, Jankovic J (eds.). Neurology in Clinical Practice (6th ed.). Butterworth Heinemann. ISBN 978-1-4377-0434-1.
{{cite book}}
: CS1 maint: date and year (link) - Williams, Paris (2012). Rethinking Madness: Towards a Paradigm Shift In Our Understanding and Treatment of Psychosis. Sky’s Edge Publishing. ISBN 978-0-9849867-0-5.
{{cite book}}
: Unknown parameter|name-list-format=
ignored (|name-list-style=
suggested) (help)
- Personal accounts
- Dick PK (1981). VALIS. London: Gollancz. ISBN 978-0-679-73446-8. [Semi-autobiographical]
- Jamison KR (1995). An Unquiet Mind: A Memoir of Moods and Madness. London: Picador. ISBN 978-0-679-76330-7.
- Schreber DP (2000). Memoirs of My Nervous Illness. New York: New York Review of Books. ISBN 978-0-940322-20-2.
- Hinshaw SP (2002). The Years of Silence are Past: My Father's Life with Bipolar Disorder. Cambridge: Cambridge University Press.
- McLean R (2003). Recovered Not Cured: A Journey Through Schizophrenia. Australia: Allen & Unwin. ISBN 978-1-86508-974-4.
- Saks ER (2007). The Center Cannot Hold—My Journey Through Madness. New York: Hyperion. ISBN 978-1-4013-0138-5.
External links
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |